Door43-Catalog_or_tn/JHN/01/16.md

813 B
Raw Permalink Blame History

ପୂର୍ଣ୍ଣତା

ଏହି ଶବ୍ଦ ସୂଚାଏ ଈଶ୍ୱରଙ୍କ ଅନୁଗ୍ରହର ଯେ ଶେଷ ନାହିଁ |

ଉପହାର ପରେ ଉପହାର

“ ଆଶୀର୍ବାଦ ପରେ ଆଶୀର୍ବାଦ”

ଜଣେ ଏବଂ କେବଳ ବ୍ୟକ୍ତି, ନିଜେ ଈଶ୍ୱର

ଏହିପରି ଅର୍ଥ ହୋଇପାରେ ୧) “ଜଣେ ଏବଂ କେବଳ ଈଶ୍ୱର ” ଅବା ) “ଜଣେ ଏବଂ କେବଳ ପୁତ୍ର ” |

କିଏ ପିତାଙ୍କ କୋଳରେ ଅଛନ୍ତି

“କିଏ ପିତାଙ୍କ ସହ ସ୍ଥିର ଅଛନ୍ତି,”ଦୃଢ ସମ୍ପର୍କକୁ ପ୍ରକାଶ କରେ (ଦେଖ: ତୁଳନାତ୍ମକ)