Door43-Catalog_or_tn/JHN/01/10.md

957 B

ସେ ଜଗତରେ ଥିଲେ ଓ ଜଗତ ତାହାଙ୍କ ଦ୍ୱାରା ସୃଷ୍ଟ ହେଲା ତଥାପି ଜଗତ ଚିହ୍ନିଲା ନାହିଁ

“ଯଦିଓ ସେ ଜଗତରେ ଥିଲେ ଏବଂ ଈଶ୍ୱର ସମସ୍ତ ବିଷୟ ଜଗତର ତାହାଙ୍କ ଦ୍ୱାରା ସୃଷ୍ଟ ହେଲା, ତଥାପି ଲୋକେ ତାହାଙ୍କୁ ଚିହ୍ନିଲା ନାହିଁ ” |

ସେ ଆସିଲେ ଯାହା ତାଙ୍କର ନିଜର ବିଷୟବସ୍ତୁ ଥିଲା , ଏବଂ ନିଜ ଲୋକ ତାହାଙ୍କୁ ଗ୍ରହଣ କଲେ ନାହିଁ

“ସେ ନିଜ ଦେଶର ଆତ୍ମୀୟମାନଙ୍କ ନିକଟକୁ ଆସିଲେ, ଏବଂ ନିଜ ନିଜ ଦେଶର ଆତ୍ମୀୟଲୋକମାନେ ଉଭୟପଟୁ ଗ୍ରହଣ କଲେ ନାହିଁ ” |