13 lines
1.2 KiB
Markdown
13 lines
1.2 KiB
Markdown
ଈଶ୍ୱର ଯାହା ପ୍ରତିଜ୍ଞା କରିଅଛନ୍ତି ତାହା ସତ୍ୟ ହେବ ବୋଲି ଈଶ୍ୱରଙ୍କ ଲୋକମାନଙ୍କ ଭୂତପୂର୍ବ ନେତା ମାନେ ବିଶ୍ୱାସ କଲେ|
|
|
|
|
# ମାତ୍ର ଦୂରରୁ ତାହା ଦେଖି ଅଭିନନ୍ଦନ କଲେ
|
|
ଏହି ବାକ୍ୟାଂଶ ଭାବବାଦୀଙ୍କ ଭବିଷ୍ୟତ ଘଟଣା ବିଷୟରେ ବୁଝିବା ଶକ୍ତିକୁ, ବହୁ ଦୂରରୁ ଯାତ୍ରା କରି ଆସିଥିବା ଯାତ୍ରୀଙ୍କୁ ଅଭିନନ୍ଦନ କରିବା ସହିତ ତୁଳନା କରନ୍ତି| ଏଠାରେ: “ଭବିଷ୍ୟତରେ ଈଶ୍ୱର ଯାହା କରିବେ ସେହି ବିଷୟରେ ଜ୍ଞାତ ହେବା” (ଦେଖନ୍ତୁ: ଉଦାହରଣ)
|
|
|
|
# ସ୍ୱୀକାର କଲେ
|
|
“ସ୍ୱୀକୃତି କଲେ” କିମ୍ବା “ଗ୍ରହଣ କଲେ”
|
|
|
|
# ପ୍ରବାସୀ
|
|
“ବିଦେଶୀ” କିମ୍ବା “ବାହାର ଲୋକ”
|
|
|
|
# ନିଜର ଗୋଟିଏ ଦେଶ
|
|
“ଏକ ଦେଶ” |