965 B
965 B
ଆମ୍ଭେମାନେ ଯେଉଁ ଭରସା ସ୍ଵୀକାର କରୁଅଛୁ, ତାହା ଅଟଳ ଭାବରେ ଦୃଢ଼ କରି ଧରୁ
“ଲୋକମାନଙ୍କୁ କହିବା କହୁଥାନ୍ତି, ଆମ୍ଭେମାନେ ଭରସା କରୁଅଛୁ କାରଣ ଆମ୍ଭେମାନେ ବିଶ୍ଵାସ କରୁ ଯେ ଈଶ୍ଵର ତାହା କରିବେ ଯାହା କରିବା ନିମନ୍ତେ ସେ ପ୍ରତିଜ୍ଞା କରିଅଛନ୍ତି” (ଦେଖନ୍ତୁ: ସ୍ପଷ୍ଟ ଓ ଅବ୍ୟକ୍ତ ସୂଚ଼ନା)
ଇତଃସ୍ତତଃ
“ଅନିଶ୍ଚିତ ହେଉଅଛନ୍ତି”
ସେହି ଦିନ ନିକଟବର୍ତ୍ତୀ ହୋଇ ଆସୁଅଛି
ଏଠାରେ: “ସେହି ଦିନ ଯେବେ ଯୀଶୁ ଫେରିବେ ନିକଟବର୍ତ୍ତୀ ହେଉଅଛି”