Door43-Catalog_or_tn/HEB/04/14.md

1009 B

ଆମ୍ଭମାନଙ୍କ ପ୍ରତି ସହାନୁଭୂତି ଦେଖାଇବାକୁ ଅସମର୍ଥ, ଆମ୍ଭମାନଙ୍କର ଏପରି ମହାଯାଜକ ନାହାନ୍ତି

“ଆମ୍ଭମାନଙ୍କର ଏପରି ଏକ ମହାଯାଜକ ଅଛନ୍ତି ଯିଏ ସହାନୁଭୂତି ଦେଖାଇପାରନ୍ତି” (ଦେଖନ୍ତୁ:ଯୁଗ୍ମ ନାକାରାତ୍ମକ)

ସେ ପାପରହିତ ହୋଇ

ଏଠାରେ: “ସେ ପାପ କରି ନାହାନ୍ତି”

ଅନୁଗ୍ରହସିଂହାସନ

ଏଠାରେ: “ଈଶ୍ଵରଙ୍କ ସିଂହାସନ, ଯେଉଁଠାରେ ଅନୁଗ୍ରହ ଅଛି” କିମ୍ବା “ଯେଉଁଠାରେ ଈଶ୍ଵର, ଯିଏ ଅନୁଗ୍ରହକାରୀ, ଆପଣା ସିଂହାସନରେ ବସିଅଛନ୍ତି” (ଦେଖନ୍ତୁ: ଲାକ୍ଷଣିକ ଶବ୍ଦ)