Door43-Catalog_or_tn/GAL/06/14.md

3.6 KiB
Raw Permalink Blame History

କ୍ରୁଶ ବ୍ୟତୀତ ଆଉ କୌଣସି ବିଷୟରେ ମୁ କେବେହେଁ ଯେବେ ଗର୍ବ କରିବିନାହି

“ମୋହର ଗର୍ବ କେବଳ କ୍ରୁଶପ୍ରତି ହେଉ”

ଏପରି କେବେହେଁ ନ ହେଉ

“ସେ ପ୍ରକାରେ ହେଉ ବୋଲି ମୁଁ କେବେହେଁ ଚାହେ ନାହିଁ!” କିଅବା “ ମୁଁ ସେପରି ନ କରିବାପାଇଁ ପ୍ରଭୁ ମୋହର ସାହାଯ୍ୟ କରନ୍ତୁ !” ଏହି ପରିଭାଷା ଏହା ଦର୍ଶାଏ ଯେ ଏହିପ୍ରକାର ନ ହେଉ ବୋଲି ପାଉଲ ଅତିଶୟ ଦୃଢ଼ ଇଚ୍ଛା କରୁଥିଲେ . ଆପଣଙ୍କର ଭାଷାର ଇଚ୍ଚା ଅନୁଯାୟୀ ସମାନ ଅନୁରୁପକ ଶବ୍ଦ ଏଠାରେ ବ୍ୟବହାର କରିପାରିବେ|

କାହା ଦ୍ୱାରା

ଏହା ଉଲ୍ଲେଖ କରାଯାଇପାରିବ ୧) ଖ୍ରୀଷ୍ଟ କିଅବା ) କ୍ରୁଶ , “ଯାହା ମାଧ୍ୟମରେ.”

ଜଗତ ମୋପାଇଁ କ୍ରୁଶାର୍ପିତ ହୋଇଅଛି

“ଜଗତ ଯେ ମୃତ ହୋଇଅଛି ଏପରି ମୁଁ ଭାବୁଅଛି” କିଅବା “ ମୁଁ ଜଗତକୁ ଏକ ଅପରାଧି ତୁଲ୍ୟ ବ୍ୟବହାର କଲି ଯାହାକୁ ଈଶ୍ୱର କ୍ରୁଶ ଉପରେ ହତ୍ୟା କରିଅଛନ୍ତି ”

ମୁଁ ଜଗତ ପ୍ରତି

“ଜଗତ ମୋ ବିଷୟରେ ମୃତ ବୋଲି ଚିନ୍ତାକରେ ” କିଅବା “ଜଗତ ଗୋଟେ ଅପରାଧୀ ଶଦୃଷ ବ୍ୟବହାର କରିଅଛି ଈଶ୍ୱର କ୍ରୁଶରେ ହତ୍ତ ହୋଇଛନ୍ତି”

ପୃଥିବୀ

ଏହାର ଅର୍ଥ ଏହିପରି ୧)ପୃଥିବୀର ଲୋକ ସମୁହ, ଯିଏ ଈଶ୍ୱରଙ୍କ ପ୍ରତି ଆଦର କରନ୍ତିନାହିଁ କିମ୍ବା ) ସେ ବିଷୟ ଗୁରୁତ୍ଵପୂର୍ଣ୍ଣ ଯିଏ ଈଶ୍ୱରଙ୍କୁ ଖାତିରି ନୋକରୁନାହିଁ ସେ ବିଷୟ.

କୌଣସି ବିଷୟ

“ଗୁରୁତ୍ଵପୂର୍ଣ୍ଣ” ଈଶ୍ୱରଙ୍କୁ

ନୁତନ

ଏହାର ଅର୍ଥ ଏହିପରି ୧) ଏକ ନୁଆ ବିଶ୍ୱାସୀ ଖ୍ରୀଷ୍ଟ ଯୀଶୁଙ୍କଠାରେ କିମ୍ବା ) ନୁଆଁ ଜୀବନ ବିଶ୍ୱାସୀର.

ଅଧିକରୁ ଅଧିକ

“ଯିଏ ସବୁ”

ଶାନ୍ତି ଓ ଦୟା ତୁମ ଉପରେ ବର୍ତ୍ତୁ, ଓ ସମଗ୍ରହ ଇସ୍ରାଏଲ୍ ଉପରେ

ଏହାର ଅର୍ଥ ଏହିପରି ୧) ସେହି ବିଶ୍ୱାସୀ ମାନେ ସାଧାରଣତଃ ଇସ୍ରାଏଲ୍ କୁ ଦର୍ଶାଏ (ଦେଖ UDB) or ) “ଶାନ୍ତି ଓ ଦୟା ବିଜାତି ବିଶ୍ୱାସୀ ମାନଙ୍କ ଉପରେ ବର୍ତ୍ତୁ andଶାନ୍ତି ଓ ଦୟା ଇସ୍ରାଏଲ୍ରର ପରମେଶ୍ୱରଙ୍କ ଉପରେ” କିମ୍ବା ୩) “ଶାନ୍ତି ଓ ଦୟା ବିଜାତି ବିଶ୍ୱାସୀ ମାନଙ୍କ ଉପରେ ବର୍ତ୍ତୁ ଯିଏ ଆଜ୍ଞାରେ ଚାଲନ୍ତି , ଓ ଦୟା ଇସ୍ରାଏଲ୍ରର ପରମେଶ୍ୱରଙ୍କ ଉପରେ ବର୍ତ୍ତୁ.”