2.4 KiB
2.4 KiB
ମୋର ପ୍ରଭୁଙ୍କ ଠାରେ ତୁମପ୍ରତି ଦୃଢ ବିଶ୍ଵାସ ଅଛି
“ମୋର ତୁମ୍ଭପ୍ରତି ଦୃଢ ବିଶ୍ୱାସ ଅଛି କାରଣ ଈଶ୍ୱର ତୁମ୍ଭକୁ ସାହାଯ୍ୟ କରିବେ”
ତୁମ୍ଭେ ଆଉ କୌଣସି ଉପାୟରେ ଚିନ୍ତା କରିବନାହିଁ
ଅନ୍ୟମାନେ ଏହା ତର୍ଜମା କରନ୍ତି “ ଯାହା ମୁଁ ତୁମ୍ଭକୁ କହୁଅଛି ତାହା ବ୍ୟତୀତ ତୁମ୍ଭେ ଅନ୍ୟ କୌଣସି ବିଷୟ ଚିନ୍ତା କରିବନାହିଁ |”
ଭାବିବା
“ବିଶ୍ୱାସ କରିବା”
ଯେ ତୁମ୍ଭକୁ ଭ୍ରାନ୍ତ କରୁଅଛନ୍ତି ସେ ନିଜର ବିଚାର ବହନ କରିବେ, ସେ ଯେକେହି ବି ହେଉ
“ମୁଁ ଜାଣେ ନାହିଁ କିଏ ତୁମ୍ଭକୁ ଭ୍ରାନ୍ତ କରୁଅଛି, କିନ୍ତୁ ଈଶ୍ୱର ସେ ବ୍ୟକ୍ତିକୁ ଦଣ୍ଡ ଦେବେ”
ତୁମ୍ଭକୁ ଭ୍ରାନ୍ତ କରନ୍ତି
“ ଯାହା ସତ୍ୟ ତାହା ବିଷୟରେ ତୁମ୍ଭର ଅନିଶ୍ଚିତ ହେବାର କାରଣ ହୁଅନ୍ତି” (ଦେଖନ୍ତୁ UDB) କିଅବା “ତୁମ୍ଭ ମଧ୍ୟରେ ଆଲୋଡନ ବନେଇବା”
ସେ ନିଜର ବିଚାର ବହନ କରିବେ
“ଈଶ୍ୱରଙ୍କ ଦ୍ୱାରା ଦଣ୍ଡ ପାଇବେ”
ସେ ଯିଏ ଭି ହୁଅନ୍ତୁ
ଏହାର ଅର୍ଥ ଏହିପ୍ରକାର ହୋଇପାରେ ୧) ପାଉଲ ସେ ଲୋକମାନଙ୍କ ନାମ ଜାଣନ୍ତିନାହିଁ ଯେଉଁମାନେ ଗାଲାତୀୟମାନଙ୍କୁ ମୋଶାଙ୍କ ବ୍ୟବସ୍ଥା ମାନିବା ଆବଶ୍ୟକ ବୋଲି କହୁଥିଲେ କିମ୍ବା ୨) ପାଉଲଙ୍କୁ କୌଣସି ଫରକ୍ ପଡେ ନାହି କି ଯିଏ ତାହାଙ୍କୁ କିଏ ଭ୍ରମିତ କରେ ବା ଧନୀ ଗରିବ ଅବା ମହାନ ଅବା ଛୋଟ କିମ୍ବା ଧାର୍ମିକ ଅବା ଅଧାର୍ମିକ .