Door43-Catalog_or_tn/GAL/03/21.md

2.6 KiB

ବିରୁଦ୍ଧ

କିମ୍ବା “ବିରୋଧରେ” କିମ୍ବା “ଦ୍ୱନ୍ଦ ସହିତ”

ଯଦି ବ୍ୟବସ୍ଥା ଯାହା ଦିଆଯାଇଛି ତାହା ଦ୍ଵାରା ଜୀବନ ଆସିଥାନ୍ତା ତେବେ, ଧାର୍ମିକତା ନିଶ୍ଚୟ ବ୍ୟବସ୍ଥାରୁ ଅସିଥାନ୍ତା

ଏହି ପ୍ରକାର ମଧ୍ୟ ଅର୍ଥ ହେଇପାରେ " ଯଦି ବ୍ୟବସ୍ଥା ଯାହା ଦିଆଯାଇଥାନ୍ତା ଯାହା ଜୀବନ ଦେଇଥାନ୍ତା ଯେଉଁ ମାନେ ବ୍ୟବସ୍ଥା ପାଳନ କରନ୍ତି, ତେବେ ଆମ୍ଭେ ଧାର୍ମିକ ହୋଇଥାନ୍ତେ ବ୍ୟବସ୍ଥାକୁ ପାଳନ କରିବା ଦ୍ଵାରା”

ପାପ ଶାସ୍ତ୍ର ଦ୍ୱାରା ସମସ୍ତ ବିଷୟ ବନ୍ଦୀ କରିଦେଲା | ଈଶ୍ୱରଙ୍କ ପ୍ରତିଜ୍ଞା ଆମକୁ ରକ୍ଷା କରିବା ନିମନ୍ତେ ଯୀଶୁ ଖ୍ରୀଷ୍ଟଙ୍କ ମାଧ୍ୟମରେ ଦିଆଯାଇଥିଲା ଯିଏ ବିଶ୍ଵାସକରନ୍ତି

ଏହାର ଅର୍ଥ ଏହିପରି ମଧ୍ୟ “ଯେହେତୁ ଆମ୍ଭେ ମାନେ ପାପ କଲୁ, ଈଶ୍ୱର ସମସ୍ତ ବିଷୟ ବ୍ୟବସ୍ଥାର ଅଧିନରେ ରଖିଦେଲେ ଯେପରି ସେମାନଙ୍କୁ କାରାଗାରରେ ପକାଇବା ସଦୃଶ, ଯେପରି ସେ ଯାହା ପ୍ରତିଜ୍ଞା କରିଛନ୍ତି ଯୀଶୁ ଖ୍ରୀଷ୍ଟଙ୍କୁ ବିଶ୍ଵାସ କରିବା ଦ୍ୱାରା ସେ ସେମାନଙ୍କୁ ଦେବାକୁ ଚାହାନ୍ତି” କିମ୍ବା “ଯେହେତୁ ଆମ୍ଭେ ପାପ କଲୁ, ଈଶ୍ୱର ସମସ୍ତ ବିଷୟ ବ୍ୟବସ୍ଥାର ଅଧିନରେ ରଖିଦେଲେ ଯେପରି କାରାଗାରରେ ପକାଇବା ସଦୃଶ | ସେ ଏହା କଲେ ଯେପରି ଯେଉଁମାନଙ୍କ ଖ୍ରୀଷ୍ଟ ଯୀଶୁଙ୍କଠାରେ ବିଶ୍ୱାସ ରଖନ୍ତି ସେ ସେମାନଙ୍କୁ ଯାହା ପ୍ରତିଜ୍ଞା କରିଛନ୍ତି ଦେବାକୁ ଚାହୁଁଛନ୍ତି |”

ଶାସ୍ତ୍ର

“ଈଶ୍ୱର,” ଶାସ୍ତ୍ରର ଲେଖକ ଅଟନ୍ତି. (ଦେଖନ୍ତୁ: ବ୍ୟକ୍ତିତ୍ୱଆରୋପ)