Door43-Catalog_or_tn/GAL/03/15.md

594 B

ମନୁଷ୍ୟର ଭାଷାରେ

“ଗୋଟିଏ ପୁରୁଷ ଭାବରେ” କିମ୍ବା “ଗୋଟିଏ ବ୍ୟକ୍ତି ଭାବରେ” କିମ୍ବା “ଗୋଟିଏ ମନୁଷ୍ୟ ଭାବରେ”

ଅନେକଙ୍କୁ ଦର୍ଶାଉଛି

“ଅନେକ ଗୁଡିକ ବଂଶକୁ ଦର୍ଶାଉଛି”

ବର୍ତ୍ତମାନ୍

ଏଠାରେ ପାଉଲ ଏକ ସାଧାରଣ ନିୟମ ଏବଂ ଏକ ବିଶିଷ୍ଟ ବିଷୟକୁ ପରିଚୟ କହୁଛନ୍ତି |