1.1 KiB
1.1 KiB
କେହି ତୁମ୍ଭମାନଙ୍କୁ ଅସାର କଥାରେ ନ ଭୁଲାଉ
“କେହି ତୁମକୁ ମିଥ୍ୟାଯୁକ୍ତିରେ ନ ଫସାଉ ” ବା “କେହିଜଣେ ଅର୍ଥଶୁନ୍ୟ କଥାରେ ତୁମ୍ଭମାନଙ୍କୁ ନ କଢାଉ ”
ଏହିଗୁଡିକ କାରଣରୁ ଈଶ୍ୱରଙ୍କ କ୍ରୋଧ ଅବାଧ୍ୟତା ସନ୍ତାନମାନଙ୍କୁ ଉପରକୁ ଆସୁଅଛି |
“ ଯେତେବେଳେ ସେମାନେ ଏହିଗୁଡିକ କର୍ମ କରନ୍ତି ଯିଏ ତାଙ୍କୁ ମାନେ ନାହିଁ ଈଶ୍ୱରଙ୍କ କ୍ରୋଧ ବର୍ତ୍ତେ ”
ତେଣୁ ସେମାନଙ୍କର ସହଭାଗୀ ହୁଅ ନାହିଁ
“ତୁମ୍ଭେମାନେ ନିଶ୍ଚୟରୂପେ ଜାଣ ଯେ ସେମାନଙ୍କ ମନ୍ଦ ବ୍ୟବହାରରେ ସହଯୋଗ କର ନାହିଁ ” (ଦେଖ: ସ୍ପଷ୍ଟ ବ୍ୟକ୍ତ ବା ଅବ୍ୟକ୍ତ}