Door43-Catalog_or_tn/EPH/01/17.md

14 lines
1.4 KiB
Markdown

# ଗୋଟିଏ ବୁଦ୍ଧିର ଆତ୍ମା ଏବଂ ତାଙ୍କର ପ୍ରକାଶିତ ଜ୍ଞାନ
“ତାଙ୍କର ପ୍ରକାଶିତକୁ ବୁଝିବା ଆତ୍ମିକ ଜ୍ଞାନ ”
# ତାହା ତୁମର ହୃଦୟର ଚକ୍ଷୁଗୁଡିକ ପ୍ରସନ୍ନ କରିପାରେ
“ତୁମର ହୃଦୟର ଚକ୍ଷୁଗୁଡିକ” ଜଣକର ବୁଝିବାର ସକ୍ଷମତାନୁଯାୟୀ ଲାଭରେ ପ୍ରକାଶ କରେ | ଅନ୍ୟ ଭାଷାନ୍ତରରେ: “ତାହା ତୁମେ ବୁଝିବା କ୍ଷମତା ଲାଭ କରିପାର ” (ଦେଖ: ବାକ୍ୟାଂଶ)
# ଆମର ଆହ୍ୱାନର ଭରସା
“ଆମର ଆହ୍ୱାନର ଆଶା”
# ଗୌରବମୟ ଧନ ତାଙ୍କର ଅଧିକାର
“ଉତ୍ତମତା ତାଙ୍କର ଗୌରବମୟ ଅଧିକାର” ଅଥବା “ପ୍ରଚୁରତା ତାଙ୍କର ଗୌରବମୟ ଅଧିକାର”|
# ଯେଉଁମାନେ କି ତାଙ୍କ ପାଇଁ ଅଲଗା ରହନ୍ତି
“ସାଧୁମାନଙ୍କ ମଧ୍ୟରେ”| ଏହା ମାନସିକ ସ୍ତରରେ ଅନିନ୍ଦନୀୟ, ଉତ୍ସର୍ଗୀତ ଏବଂ ପବିତ୍ର ଅନ୍ତଃର୍ଗତ |