Door43-Catalog_or_tn/EPH/01/09.md

924 B

ଗୁପ୍ତ ସତ୍ୟତାର ଯୋଜନା

“ ତାଙ୍କ ଗୁପ୍ତ ଯୋଜନା”

ତାଙ୍କ ଇଚ୍ଛା ଅନୁସାରେ

“ଯେପରି ସେ ପସନ୍ଦ କଲେ” (ଏଉଡିବି)

ଯେତେବେଳେ କାଳ ସମ୍ପୂର୍ଣ୍ଣ ହୁଅନ୍ତେ

“ଯେତେବେଳେ ସମସ୍ତ ବିଷୟ ଘଟିବ”

ତାଙ୍କ ଯୋଜନା ସମ୍ପୂର୍ଣ୍ଣ ହେବା ନିମନ୍ତେ

“ତାଙ୍କର ଯୋଜନା ସମ୍ପୂର୍ଣ୍ଣ ହେବାକୁ ଯିବ”

ତାଙ୍କ ଯୋଜନା, ସେ ଚାହାଁନ୍ତି

“ଈଶ୍ୱରଙ୍କ ଯୋଜନା, ଈଶ୍ୱରଙ୍କ ଚାହାଁନ୍ତି”

ଖ୍ରୀଷ୍ଟଙ୍କ ଅଧିନରେ

“ଖ୍ରୀଷ୍ଟଙ୍କ ବିଧି ଅଧିନରେ ”