Door43-Catalog_or_tn/ACT/25/04.md

1015 B

ପାଉଲ କାଇସରିଆରେ ବନ୍ଦୀ ହୋଇଥିଲା

ଏହା ଏକ ପରୋକ୍ଷ ବାଚ୍ୟର ବକ୍ତବ୍ୟ ଅଟେ| ବିକଳ୍ପ ଅନୁବାଦ: “ପାଉଲ କାଇସରିଆରେ ବନ୍ଦୀ ହୋଇ ରହିଅଛି, ଆଉ ଆମ୍ଭେ ଶୀଘ୍ର ସେଠାକୁ ଯାଉଅଛୁ| (ଦେଖନ୍ତୁ: ବକ୍ତବ୍ୟର ଉଲ୍ଲେଖ)

ଯଦି ସେହି ଲୋକର କୌଣସି ଦୋଷ ଥାଏ

“ଯଦି ପାଉଲ କୌଣସି ଦୋଷ କରିଅଛନ୍ତି”

ତେବେ ଆପଣମାନେ ତାହାର ବିରୁଦ୍ଧରେ ଅଭିଯୋଗ କରନ୍ତୁ

“ଆପଣମାନେ ଅଭିଯୋଗ କରି ପାରନ୍ତି” କିମ୍ବା “ନିୟମ ଲଙ୍ଘନ କରିବା ନିମନ୍ତେ ଆପଣମାନେ ତାହା ବିରୁଦ୍ଧରେ ଅଭିଯୋଗ କରିପାରନ୍ତି”