Door43-Catalog_or_tn/ACT/24/17.md

1023 B

ଶାସନକର୍ତ୍ତା ଫେଲୀକ୍‌ସ ନିକଟରେ ପାଉଲ ଆପଣା ଆତ୍ମପକ୍ଷ ସମର୍ଥନ କରୁଅଛନ୍ତି|

ମୋହର ଜାତି ନିକଟକୁ ସାହାଯ୍ୟ କରିବାକୁ ଓ ଦାନ ଆଣିବା ନିମନ୍ତେ

“ଦାନ ଆଣିବା ନିମନ୍ତେ ସାହାଯ୍ୟ କରିବାକୁ”

ମୁଁ କୌଣସି ଜନତାରେ ମିଶି ନ ଥିଲି

“ମୁଁ କୌଣସି ଜନତାକୁ ମନ୍ଦ କାର୍ଯ୍ୟ କରିବା ନିମନ୍ତେ ଏକତ୍ର କରି ନ ଥିଲି”

ଏହି ଲୋକମାନେ

“ଆସିଆର ଯିହୁଦୀମାନେ”

ଯଦି ସେମାନଙ୍କର ମୋ' ବିରୁଦ୍ଧରେ କୌଣସି କଥା ଥାଆନ୍ତା

“ଯଦି ସେମାନଙ୍କର ମୋ' ବିରୁଦ୍ଧରେ କୌଣସି କଥା କହିବାର ଅଛି”