ସେମାନଙ୍କ ସାଙ୍ଗରେ ଗଲେ
“ପାଉଲଙ୍କ ସାଙ୍ଗରେ ଯାତ୍ରା କଲେ”
ପୁରଙ୍କ ପୁତ୍ର, ବେରୟାନିବାସୀ ସୋପାତ୍ର
(ଦେଖନ୍ତୁ: ଅନୁବାଦ ନାମଗୁଡ଼ିକ)
ଏମାନେ ସମସ୍ତେ ଆମ୍ଭମାନଙ୍କ ଆଗେ ଯାଇ
ପ୍ରେରିତପୁସ୍ତକର ଲେଖକ ଲୁକ ଦଳରେ ପୂନର୍ବାର ଯୋଗ ଦେଲେ| ବିକଳ୍ପ ଅନୁବାଦ: “ଏହି ଲୋକମାନେ ଆମ୍ଭମାନଙ୍କ ପୂର୍ବରୁ ଯାତ୍ରା କଲେ|”