Door43-Catalog_or_tn/ACT/18/24.md

1.1 KiB
Raw Permalink Blame History

ତାହାଙ୍କର ଜନ୍ମସ୍ଥାନ ଆଲେକ୍‌ଜାଣ୍ଡ୍ରିଆ

“ଜଣେ ଲୋକ ଯିଏ ଆଲେକ୍‌ଜାଣ୍ଡ୍ରିଆ ନଗରରେ ଜନ୍ମଗ୍ରହଣ କରିଥିଲେ”| ସମ୍ଭାବନା ନଗରଗୁଡ଼ିକ ହେଲାP ୧) “ଉତ୍ତର ଉପକୁଳରେ ମିସରର ଆଲେକ୍‌ଜାଣ୍ଡ୍ରିଆ” କିମ୍ବା ) “ପଶ୍ଚିମ ଉପକୁଳରେ ଆସିଆର ଆଲେକ୍‌ଜାଣ୍ଡ୍ରିଆ|”

ଆତ୍ମାରେ ଉତ୍ତପ୍ତ ହୋଇ

ସେ ଆପଣା ଉଦ୍‌ଯୋଗ ଓ ଶିକ୍ଷାରେ ହୃଦୟପୂର୍ଣ୍ଣ ହେଲେ|

ଯୋହନଙ୍କ ବାପ୍ତିସ୍ମ

“ବାପ୍ତିସ୍ମ ଯାହା ଯୋହନ ଦେଉଥିଲେ”

କହିବାରେ ସ୍ପଷ୍ଟବ୍ୟକ୍ତ ଥିଲେ

“ଏକ ସୁବକ୍ତା ଥିଲେ”

ଅତି ସୂକ୍ଷ୍ମ ରୂପେ

“ଅଧିକ ସମ୍ପୂର୍ଣ୍ଣଭାବେ”