1.3 KiB
1.3 KiB
ଏହିସମସ୍ତ ଘଟଣା ପରେ “ଆଥୀନୀରେ ଘଟିଥିବା ଏହିସମସ୍ତ ଘଟଣା ପରେ”
ସେଠାରେ ସେ ଜଣଙ୍କ ଦେଖା ପାଇଲେ
ସମ୍ଭାବନା ଅର୍ଥଗୁଡ଼ିକ ହେଲା ୧) “ସେଠାରେ ପାଉଲ ଅକସ୍ମାତ୍ ଜଣଙ୍କ ଦେଖା ପାଇଲେ” କିମ୍ବା ୨) “ସେଠାରେ ପାଉଲ ଉଦ୍ଦେଶ୍ୟର ସହ ଖୋଜିବାରୁ ପାଇଲେ|”
ପନ୍ତ ତାହାଙ୍କ ଜନ୍ମସ୍ଥାନ
କୃଷ୍ଣ ସାଗରର ଦକ୍ଷିଣ ଉପକୁଳବର୍ତ୍ତୀର ଏକ ରାଜ୍ୟ ଅଟେ|
ଅଳ୍ପ ଦିନ ହେଲା ଆସିଥିଲେh
ଏହା ସାଧାରଣତଃ ଗତ ବର୍ଷର କିଛି ସମୟରେ|
କ୍ଲାଉଦିଅ ଆଜ୍ଞା ଦେଇଥିଲେ
ବର୍ତ୍ତମାନ ରୋମୀ ସମ୍ରାଟ୍| (ଦେଖନ୍ତୁ: କିପରି ନାମଗୁଡ଼ିକ ଅନୁବାଦ ହୋଇଛି)
ସମସ୍ତ ଯିହୁଦୀମାନଙ୍କୁ ଆଜ୍ଞା ଦେଇଥିଲେ
“ଆଦେଶ ଦେଇଥିଲେ” କିମ୍ବା “ନିର୍ଦ୍ଦେଶ ଦେଇଥିଲେ”