1.8 KiB
1.8 KiB
ଉଚ୍ଚ ସ୍ୱରରେ କହିଲେ
“ଉତ୍ତେଜିତ ଭାବରେ ଉଚ୍ଚ ଧ୍ୱନି କଲେ” (ୟୁଡିବୀ)
ଦେବତାମାନେ ଆମ୍ଭମାନଙ୍କ ମଧ୍ୟକୁ ଓହ୍ଲାଇଆସିଅଛନ୍ତି
ଏକ ବୃହତ୍ ସଂଖ୍ୟାର ଲୋକମାନେ ପାଉଲ ଓ ବର୍ଣ୍ଣବ୍ବାକୁ ବିଶ୍ୱାସ କଲେ ଯେ ସେମାନଙ୍କ ପାଗାନ୍ ଦେବତା ଆକାଶରୁ ବା ସ୍ୱର୍ଗରୁ ଓହ୍ଲାଇଆସିଅଛନ୍ତି| ଏହା ଏହିପରି ଅନୁବାଦ କରାଯାଇପାରେ “ଦେବତାମାନେ ଆକାଶରୁ ଆମ୍ଭମାନଙ୍କ ମଧ୍ୟକୁ ଓହ୍ଲାଇଆସିଅଛନ୍ତି”| (ଦେଖନ୍ତୁ: ସ୍ପଷ୍ଟ ଓ ଅବ୍ୟକ୍ତ ସୂଚନା)
ମନୁଷ୍ୟ ରୂପରେ
ଏହି ଲୋକମାନେ ବିଶ୍ୱାସ କଲେ ଯେ ଦେବତାମାନେ ଦୃଶ୍ୟମାନ ଭାବରେ ସମ୍ପୂର୍ଣ୍ଣ ଭାବେ ମନୁଷ୍ୟ ହୋଇ ନ ପାରନ୍ତି|
କାରଣ ସେ ଥିଲେ
“କାରଣ ପାଉଲ ଥିଲେ”
ବଳଦ ଓ ପୁଷ୍ପହାର
ପଶୁଗୁଡ଼ିକ ବଳି ଦେବା ନିମନ୍ତେ ଓ ପୁଷ୍ପହାରଗୁଡ଼ିକ ହୋଇପାରେ ପାଉଲ ଓ ବର୍ଣ୍ଣବ୍ବାଙ୍କ ମୁକୁଟ ନିମନ୍ତେ କିମ୍ବା ବଳି ନିମନ୍ତେ ରଖାଯାଇଥିବା ପଶୁମାନଙ୍କୁ ପିନ୍ଧାଇବା ନିମନ୍ତେ ଥିଲା|
ସେ ଓ ଲୋକସମୂହ
“ଯାଜକ ଓ ଲୋକସମୂହ” (ୟୁଡିବୀ)