Door43-Catalog_or_tn/ACT/13/35.md

1.5 KiB

(ପାଉଲ କହିଆସୁଅଛନ୍ତି|)

ସେ ମଧ୍ୟ କହିଲେ

“ଦାଉଦ ମଧ୍ୟ କହିଲେ”

ତୁମ୍ଭେ

ଦାଉଦ ଈଶ୍ୱରଙ୍କୁ କହୁଅଛନ୍ତି

କ୍ଷୟ ପାଇବାକୁ

“ତାହାଙ୍କ ଶରୀର ସଢ଼ିଯିବା ନିମନ୍ତେ”

ଆପଣା ସମକାଳୀନ ଲୋକମାନଙ୍କ

“ଆପଣା ଜୀବନକାଳ ମଧ୍ୟରେ”

ଈଶ୍ୱରଙ୍କ ସଙ୍କଳ୍ପ ଅନୁସାରେ ସେବକର କାର୍ଯ୍ୟ କଲେ

“ଈଶ୍ୱରଙ୍କ ସେବାକାର୍ଯ୍ୟ କଲେ” କିମ୍ବା “ଈଶ୍ୱରଙ୍କୁ ସନ୍ତୁଷ୍ଟ କରିବା ପାଇଁ ଅନ୍ୱେଷଣ କଲେ”

ସେ ମହାନିଦ୍ରା ପ୍ରାପ୍ତ ହେଲେ

“ସେ ମୃତ୍ୟୁଭୋଗ କଲେ”

ପିତୃପୁରୁଷମାନଙ୍କ ନିକଟରେ ସମାଧିପ୍ରାପ୍ତ ହେଲେ

“ଯେଉଁ ପିତୃପୁରୁଷମାନେ ମୃତ୍ୟୁଭୋଗ କଲେ ସେମାନଙ୍କ ସହ ସମାଧିପ୍ରାପ୍ତ ହେଲେ”

କିନ୍ତୁ ଯାହାଙ୍କୁ

“କିନ୍ତୁ ଯୀଶୁଙ୍କୁ”

କ୍ଷୟ ପାଇ ନାହାନ୍ତି|

“ତାହାଙ୍କ ଶରୀର ସଢ଼ିଯିବ ନାହିଁ”