Door43-Catalog_or_tn/ACT/11/04.md

889 B

ପିତର ବୁଝାଇବାକୁ ଆରମ୍ଭ କଲେ

ପିତର ଯିହୁଦୀ ବିଶ୍ୱାସୀମାନଙ୍କୁ ଆଲୋଚନା କଲେ ନାହିଁ କିନ୍ତୁ ବନ୍ଧୁତ୍ୱ ଭାବରେ ବର୍ଣ୍ଣନା କରିବାର ଶୈଳୀରେ ପ୍ରତିକ୍ରିୟା କଲେ|

ପୃଥିବୀର ଚତୁଷ୍ପଦ ପ୍ରାଣୀ

ଏହି ପଶୁଗୁଡ଼ିକ ସାଧାରଣତଃ ଗୃହପାଳିତ ପଶୁକୁ ଦର୍ଶାଏ|

ବନ୍ୟ ପଶୁ

ଏହି ପଶୁଗୁଡ଼ିକ ସାଧାରଣତଃ ଲୋକମାନେ ଗୃହରେ ପାଳନ କରି ନ ଥାଆନ୍ତି ବା ପାଳନ କରି ପାରନ୍ତି ନାହିଁ|

ସରୀସୃପ

ଏଗୁଡ଼ିକ ସରୀସୃପ ଅଟନ୍ତି|