Door43-Catalog_or_tn/ACT/06/10.md

640 B

ତାହା ପ୍ରତିରୋଧ କରିବାକୁ ସମର୍ଥ ହେଲେ ନାହିଁ

“ତାହା ବିରୋଧରେ ଯୁକ୍ତିତର୍କ କରିପାରିଲେ ନାହିଁ”

ଆତ୍ମା

“ପବିତ୍ର ଆତ୍ମା”

ଗୁପ୍ତରେ ମତାଇଲେ

“ଗୁପ୍ତରେ ମନାଇଲେ”

ନିନ୍ଦାକଥା କହିବା

ଏହା ଏହିପରି ଅନୁବାଦ କରାଯାଇପାରେ, “ମୋଶା ଓ ଈଶ୍ୱରଙ୍କ ବ୍ୟବସ୍ଥା ବିରୁଦ୍ଧରେ କଥା କହିବା”|