941 B
941 B
କଲମ ଓ କାଳିରେ
“ପତ୍ରରେ” (ୟୁଡିବି)
ମୁଖାମୁଖୀ
“ଏକତ୍ରିତ” କିମ୍ବା “ବ୍ୟକ୍ତିଗତ”
ତୁମ୍ଭ ପ୍ରତି ଶାନ୍ତି ହେଉ
“ଈଶ୍ୱର ତୁମ୍ଭମାନଙ୍କୁ ଶାନ୍ତି ଦେଉନ୍ତୁ”
ପ୍ରତ୍ୟେକଙ୍କ ନାମ ଘେନି ମିତ୍ରମାନଙ୍କୁ ନମସ୍କାର ଜଣାଅ
ବିକଳ୍ପ ଅନୁବାଦ: “ମୋ ନିମନ୍ତେ ବ୍ୟକ୍ତିଗତ ଭାବେ ସେଠାରେ ଥିବା ପ୍ରତ୍ୟେକ ବିଶ୍ୱାସୀଙ୍କୁ ନମସ୍କାର ଜଣାଅ”
ମିତ୍ରମାନେ
“ତୁମ୍ଭର ମିତ୍ରମାନେ|” ବିକଳ୍ପ ଅନୁବାଦ: “ଏଠାରେ ଥିବା ବିଶ୍ୱାସୀମାନେ|”