Door43-Catalog_or_tn/2TH/03/13.md

880 B

କିନ୍ତୁ

"କିନ୍ତୁ" ଅଳସୁଆ ବିଶ୍ଵାସୀ ଏବଂ କଠିନ କାମ କରୁଥିବା ବିଶ୍ଵାସୀମାନଙ୍କ ମଧ୍ୟରେ ବୈଷମ୍ୟ ଦେଖାଏ ।

ତୁମ୍ଭେମାନେ

ଏହା ଥେସଲନୀକୀୟ ବିଶ୍ଵାସୀମାନଙ୍କୁ ଦର୍ଶାଏ । (ଦେଖନ୍ତୁ: ତୁମ୍ଭର ଗଠନ)

ହୃଦୟକୁ ହରାଅ ନାହିଁ

"ନିରାଶ ହେବ ନାହିଁ" ଏହା ନିମନ୍ତେ ଏହା ଏକ ରୂଢି ଅଟେ । (ଦେଖନ୍ତୁ: ରୂଢକ୍ତି/ବାକ୍ୟାଂଶ)

ତାହାଙ୍କୁ ଧ୍ୟାନ ଦିଅ

"ସର୍ବସାଧାରଣ ଭାବରେ ସେହି ବ୍ୟକ୍ତିଙ୍କୁ ଚିହ୍ନଟ କରିବା" (UDB)