Door43-Catalog_or_tn/2PE/02/17.md

3.1 KiB

ଏହି ଲୋକମାନେ ବିନା ଜଳର ଝରଣା ସଦୃଶ୍ୟ ଅଟନ୍ତି

ଯେପରି ଏକ ଝରଣା ଶୁଖିଯାଏ ପୁଣି ଶାରୀରିକ ଜୀବନ ନିମନ୍ତେ ଜଳ ପ୍ରଦାନ କରେ ନାହିଁ, ସେମାନଙ୍କର ଶିକ୍ଷା ଆତ୍ମିକ ଜୀବନ ପ୍ରତି ନିଏ ନାହିଁ । "ସେମାନେ ପୁନର୍ଜାଗରଣର ଏକ ଅସତ୍ୟ ସ୍ଥାନ ଅଟନ୍ତି । ଏକ ଶୁନ୍ୟ ମରୁଦ୍ୟାନ ।" (ଦେଖନ୍ତୁ: ତୁଳନା/ଉପମା)

ସେମାନେ ମେଘ ସଦୃଶ୍ୟ ଯାହାକୁ ଝଡ ଚାଳିତ କରେ

ଝଡ ମେଘ ବର୍ଷାକୁ ନିଏ । ଏହି ବର୍ଷା ପୁଷ୍ଟିକର ଜଳ କିମ୍ବା ଧ୍ଵଂସାତ୍ମକ ବନ୍ୟା ଆଣି ପାରେ । ଏହି ଲୋକମାନେ ସେହି ମେଘ ସଦୃଶ୍ୟ ଯାହା ବିନାଶ ନିଏ ।(ଦେଖନ୍ତୁ: ତୁଳନା/ଉପମା)

ସେମାନେ ବୃଥା ଗର୍ବ ସହ କଥା କହନ୍ତି ।

ସେମାନଙ୍କର ଭାଷଣ ଅର୍ଥ ବିହୁନେ ଗର୍ବ ଅଟେ ।

ଶରୀରର ଲାଳସା ଦ୍ଵାରା ସେମାନେ ଲୋକମାନଙ୍କୁ ପ୍ରଲୋଭିତ କରନ୍ତି ।

ଲୋକମାନଙ୍କୁ ଅନୈତିକତା ଏବଂ ପାପମୟ କାର୍ଯ୍ୟରେ ଯୋଗ କରିବାକୁ ସେମାନେ ପାପମୟ ସ୍ଵଭାବକୁ ଅନୁରୋଧ କରନ୍ତି ।

ଯେଉଁ ଲୋକମାନେ ଭୁଲ ଆଚରଣ କରୁଥିବା ଲୋକମାନଙ୍କଠାରୁ ରକ୍ଷା ପାଇବାକୁ ଚେଷ୍ଟା କରନ୍ତି ସେମାନେ ସେହି ଲୋକମାନଙ୍କୁ ପ୍ରଲୋଭିତ କରନ୍ତି ।

ଯେଉଁ ଲୋକମାନେ ବିଶ୍ଵାସୀ ପ୍ରତି ନୂଆ ଅଟନ୍ତି ସେହି ଲୋକମାନଙ୍କ ସେମାନେ ଉଙ୍କି ମାରନ୍ତି ।

ସେମାନଙ୍କ ପ୍ରତି ସେମାନେ ସ୍ଵାଧିନତାର ପ୍ରତିଜ୍ଞା କରନ୍ତି, କିନ୍ତୁ ସେମାନେ ନିଜେ ଦୁର୍ନିତର ଦାସ ଅଟନ୍ତି ।

ସେମାନେ ମିଥ୍ୟା ସ୍ଵାଧିନତାର ପ୍ରତିଜ୍ଞା କରନ୍ତି, ବିଶ୍ଵାସୀମାନଙ୍କୁ ପାପ କରିବାକୁ ଏକ ସ୍ଵାଧିନ । କିନ୍ତୁ ଏହା ପାପ ପ୍ରତି ଦାସତ୍ଵ ଅଟେ ।

ଜଣେ ଲୋକଙ୍କୁ ଯାହା ଆୟତ୍ତ କରେ ସେ ତାହାର ଦାସ ଅଟେ ।

ଜଣେ ଯାହା ଉପରେ ଜଣେ ଲୋକର ଆତ୍ମ ସଂଯମ ନାହିଁ ସେ ତାହା ପ୍ରତି ହିଁ ଅଗ୍ରସର ହେବ । (ଦେଖନ୍ତୁ: ରୂଢକ୍ତି/ବାକ୍ୟାଂଶ)