Door43-Catalog_or_tn/2CO/10/05.md

1.1 KiB

ସମସ୍ତ ଉଚ୍ଚ ବିଷୟ

ଏଠି: “ମାନବୀୟ ଉଦ୍ଦେଶ୍ୟର ପ୍ରତ୍ୟେକ ଗର୍ବୀ ଦୃଢ଼ ଗଡ଼” କିମ୍ବା “ପ୍ରତ୍ୟେକ ମିଥ୍ୟା ତର୍କ ବିତର୍କ|”

ଈଶ୍ୱରଙ୍କ ଜ୍ଞାନ ବିରୁଦ୍ଧରେ ଉତ୍‌ଥିତ

“ଈଶ୍ୱରଙ୍କ ବିରୁଦ୍ଧରେ କଥା କହେ”

ପ୍ରତ୍ୟେକ କଳ୍ପନାକୁ ଖ୍ରୀଷ୍ଟଙ୍କ ବାଧ୍ୟ ହେବା ନିମନ୍ତେ ବନ୍ଦୀ କରୁ|

ଏଠି: “ଆମ୍ଭେମାନେ ପ୍ରତ୍ୟେକ କଳ୍ପନାକୁ ଖ୍ରୀଷ୍ଟଙ୍କ ବାଧ୍ୟ ହେବା ନିମନ୍ତେ ଫେରାଇ ଆଣୁ” କିମ୍ବା “ଆମ୍ଭେମାନେ ପ୍ରତ୍ୟେକ ବିଦ୍ରୋହୀ କଳ୍ପନାକୁ ବନ୍ଦୀ କରୁ ଓ ଖ୍ରୀଷ୍ଟଙ୍କ ବାଧ୍ୟ ହେବା ନିମନ୍ତେ ଶିକ୍ଷା ଦେଉ|”