ପାଉଲ ବ୍ୟକ୍ତ କରୁଛନ୍ତି ଯେ, ଜଣେ ଯଦି ଅନ୍ୟ ବିଶ୍ୱାସୀକୁ ଆର୍ଥିକ ସାହାଯ୍ୟ କରେ ତେବେ ଈଶ୍ୱର ମଧ୍ୟ ଦାତାକୁ ପ୍ରଚୁର ଅନୁଗ୍ରହ ଦେବେ ଯେପରି ଦାତାର କୌଣସି ଅଭାବ ନ ହୁଏ|