Door43-Catalog_or_tn/2CO/06/17.md

9 lines
864 B
Markdown

# ଅଶୁଚି ପଦାର୍ଥ ସ୍ପର୍ଶ କର ନାହିଁ
ମୋଶାଙ୍କ ବ୍ୟବସ୍ଥା ବ୍ୟକ୍ତ କରେ ଯେ, ଏକ ବ୍ୟକ୍ତିକୁ କଅଣ ଅଶୁଚି କରେ ତାହା ଛୁଇଁବା ଦ୍ୱାରା|
# ଆମ୍ଭେ ତୁମ୍ଭମାନଙ୍କର ପିତା ହେବା
ଏଠି: “ଯେପରି ଏକ ପ୍ରେମିକ ପିତା ଆପଣା ସନ୍ତାନଙ୍କ ଯତ୍ନ ନିଅନ୍ତି ସେହିପରି ମୁଁ ତୁମ୍ଭମାନଙ୍କର ଯତ୍ନ ନେବି”
ଦେଖନ୍ତୁ (ଉଦାହରଣ)
# ପୁଣି ତୁମ୍ଭେମାନେ ଆମ୍ଭର ପୁତ୍ରକନ୍ୟା ହେବ
“ପୁଣି ତୁମ୍ଭେମାନେ ଆମ୍ଭର ସନ୍ତାନ ହେବ”