964 B
964 B
ଯେକେହି ଖ୍ରୀଷ୍ଟଙ୍କଠାରେ ଅଛି
ଏଠି: “ଯେକେହି ଖ୍ରୀଷ୍ଟଙ୍କୁ ବିଶ୍ୱାସ କରେ”
ସେ ନୂତନ ସୃଷ୍ଟି ଅଟେ
ଏଠି: “ତାହାଠାରେ ନୂତନ ସ୍ୱଭାବ ଅଛି”
ପୁରାତନ ବିଷୟସବୁ ଲୋପ ପାଇଅଛି
ଏଠି: “ପୁରାତନ ଜୀବନଯାପନ ଓ ଚିନ୍ତାଧାରାର ଶୈଳୀ ଲୋପ ପାଇଅଛି”
ସବୁ ବିଷୟ ନୂତନ ହୋଇଅଛି|
ଏଠି: “ଆମ୍ଭେମାନେ ଆମ୍ଭମାନଙ୍କ ଜୀବନକୁ ପରିଚାଳନା କରୁ ଓ ଆମ୍ଭେମାନେ ଖ୍ରୀଷ୍ଟଙ୍କୁ ଜାଣିବା ପୂର୍ବରୁ ଯାହା ବିବେଚନା କରୁଥିଲୁ ତାହା ଠାରୁ ଭିନ୍ନ ବିବେଚନା କରୁ|”