1.2 KiB
1.2 KiB
ସେମାନଙ୍କଠାରୁ ମୁଁ ଆସି ଯେପରି ଦୁଃଖ ନ ପାଏ
ପାଉଲ କେତେକ କରିନ୍ଥୀୟ ବିଶ୍ୱାସୀମାନଙ୍କ ବ୍ୟବହାର ବିଷୟରେ କହନ୍ତି ଯାହା ତାହାଙ୍କ ମାନସିକ ଯନ୍ତ୍ରଣାର କାରଣ ଅଟେ| ଏଠି: “ମୁଁ ସେମାନଙ୍କ ବ୍ୟବହାରରେ ଦୁଃଖ କରିବା ଉଚିତ ନୁହେଁ”
କାରଣ ବହୁତ କ୍ଲେଶ ଓ ହୃଦୟର ବେଦନାରେ ଓ ବହୁ ଅଶ୍ରୁପାତ ସହିତ
ଏହି ବାକ୍ୟାଂଶଗୁଡ଼ିକରେ ପାଉଲଙ୍କ ଗଭୀର ଦୁଃଖକୁ ବ୍ୟକ୍ତ କରାଯାଏ ଓ କରିନ୍ଥୀୟ ଲୋକମାନଙ୍କ ନିମନ୍ତେ ତାହାଙ୍କ ପ୍ରେମ ସକାଶେ ବହୁ କଷ୍ଟର ସହିତ ଲେଖନ୍ତି| ଏଠି: “ତୁମ୍ଭମାନଙ୍କ ନିମନ୍ତେ ମୋହର ସ୍ଥିରଚିନ୍ତା ଥିବା କାରଣରୁ ବହୁ କଷ୍ଟର ସହିତ ବହୁ ଦୁଃଖରେ” (ଦେଖନ୍ତୁ: ସମାନ୍ତରତା)