1.1 KiB
1.1 KiB
ଆମ୍ଭମାନଙ୍କୁ ଦୋଷ ଦେବା
ଅନୁବାଦକ ଦ୍ଵାରା ଶବ୍ଦ ଯୋଗାଇ ଦିଆଯାଇଅଛି । ଏହି ସନ୍ଦର୍ଭ ମହିଳାପ୍ରତି ନିଆଯାଇପାରେ '' ସେମାନଙ୍କୁ '' ।
ଶୟତାନକୁ ଅନୁସରଣ କରିବାକୁ
'' ଶୟତାନକୁ ଅନୁସରଣ କରିବାକୁ ଖ୍ରୀଷ୍ଟଙ୍କ ପଥକୁ ପରିତ୍ୟାଗ କଲେ ''
ଯେକେହି ବିଶ୍ଵାସ କରୁଥିବା ମହିଳା
'' ଯେକୌଣସି ଖ୍ରୀଷ୍ଟିୟାନ ମହିଳା '' କିମ୍ବା '' କୌଣସି ମହିଳା ଯେ ଯୀଶୁଙ୍କୁ ବିଶ୍ଵାସ କରେ ''
ବିଧବାମାନେ
'' ଆତ୍ମୀୟଙ୍କ ମଧ୍ୟରେ ବିଧବାମାନେ ଅଛନ୍ତି ''
ପ୍ରକୃତ ବିଧବାମାନେ
'' ସେହି ମହିଳାମାନେ ଯାହାର କେହି ଯୋଗାଇବା ନିମନ୍ତେ ନାହାନ୍ତି ''