2.3 KiB
ଏକ ସ୍ତ୍ରୀର ସ୍ୱାମୀ
ଏହି ବାକ୍ୟାଂଶର ଅର୍ଥ '' ଏକ ସ୍ତ୍ରୀର ସ୍ୱାମୀ '' ସାଧାରଣତଃ ଏହା ଏହିପରି ଅନୁବାଦ କରାଯାଏ '' କେବଳ ଏକ ସ୍ତ୍ରୀର ସ୍ୱାମୀ ହେବା ଉଚିତ ''(UDB ) । ଏହା ଏକ ବିବାଦ ଯେ ଯେଉଁ ବ୍ୟକ୍ତି ତ୍ୟାଗପତ୍ର କିମ୍ବା ସ୍ତ୍ରୀ ମରୀ ଯାଇଅଛି କିମ୍ବା ଏକା ସେହି ବ୍ୟକ୍ତି ଛଡା ଯାଇଅଛି କି ନା ।
ସଦାଚାରୀ
'' ଅତ୍ୟଧିକ କିଛି କରେ ନାହିଁ ''
ସୁବୁଦ୍ଧି
'' ଏକ ବ୍ୟକ୍ତି ଯେ ଜ୍ଞାନପୁର୍ବକ ଚିନ୍ତା କରେ '' କିମ୍ବା ''ଏକ ବ୍ୟକ୍ତି ଯେ ଉଚିତ ନ୍ୟାୟ କରେ '' କିମ୍ବା '' '' କିମ୍ବା '' ସତ୍ଜ୍ଞାନ '' କିମ୍ବା '' ବୁଦ୍ଧିମାନ ''
ସୁବ୍ୟବସ୍ଥିତ
'' ସୁବ୍ୟବସ୍ଥିତ ଭାବେ ''
ଆତିଥ୍ୟପ୍ରିୟ
'' ଅପରିଚିତ ବ୍ୟକ୍ତିମାନଙ୍କୁ ହାର୍ଦ୍ଦିକ ସ୍ୱାଗତ କରେ ''
ମଦ୍ୟପାୟୀ ନୁହଁ
'' ନିଶାରେ ମତୁଆଲା ନୁହଁ '' କିମ୍ବା '' ମତୁଆଲାପଣ ହୁଏ ନାହିଁ ''
ବିବାଦପ୍ରିୟ ନୁହଁ
'' ବିବାଦ , ଝଗଡ଼ା କରିବା ବ୍ୟକ୍ତି ନୁହଁ ''
ଅର୍ଥପ୍ରେମୀ
'' ଏକ ବ୍ୟକ୍ତି ହେଇପାରେ ଯେ ସିଧାସଳଖ ଚୋରି କରେ କିମ୍ବା ଧୋକା ଦେଇ ଚୋରି କରେ । ଏହା ଏହିପରି ମଧ୍ୟ ହୋଇ ପାରେ ଯେ ଏକ ବ୍ୟକ୍ତି ଯେ ସାଧୁତାରୁ କାର୍ଯ୍ୟ କରେ ଅର୍ଥ ପ୍ରାପ୍ତ କରିବା ନିମନ୍ତେ କିନ୍ତୁ ଅନ୍ୟଲୋକଙ୍କପ୍ରତି ଯତ୍ନ ନିଏ ନାହିଁ ।
ଏକ ଉତ୍ତମ କାର୍ଯ୍ୟ
'' ସମ୍ମାନଜନକ କାର୍ଯ୍ୟ ''