3.6 KiB
ସଂସାରକୁ ପ୍ରେମ କର ନାହିଁ
୨:୧୫ ୧୭ ରେ ଏହି ପଦ “ସଂସାର” ଦର୍ଶାଏ ସମସ୍ତ ବିଷୟକୁ ଯାହା ସେମାନେ କରନ୍ତି ଓ ସେମାନେ ଚ଼ାହୁଁଥିବା ବିଷୟସବୁ ଯାହା ଈଶ୍ୱରଙ୍କୁ ସମ୍ମାନ ଦିଏ ନାହିଁ| ଏହା ଏହିପରି ଅନୁବାଦ କରାଯାଇପାରେ “ଏହି ସଂସାରରେ ଯେଉଁମାନେ ଈଶ୍ୱରଙ୍କୁ ସମ୍ମାନ ଦିଅନ୍ତି ନାହିଁ ସେହି ଲୋକମାନଙ୍କ ସଦୃଶ ବ୍ୟବହାର କର ନାହିଁ”” (ୟୁଡିବି). (ଦେଖନ୍ତୁ: ଲାକ୍ଷଣିକ ଶବ୍ଦ)
ସଂସାରରେ ଥିବା ବିଷୟସବୁକୁ ମଧ୍ୟ ପ୍ରେମ କର ନାହିଁ
“ଈଶ୍ୱରଙ୍କ ଇଛାକୁ ଯେଉଁମାନେ ଅନାଦର କରନ୍ତି ସେମାନଙ୍କ ବିଷୟ ସବୁକୁ ଇଚ୍ଛା କର ନାହିଁ”
ପିତାଙ୍କ ପ୍ରେମ ତାହାଠାରେ ନାହିଁ
ଏହାର ଅର୍ଥ “ସେ ପିତାଙ୍କୁ ପ୍ରେମ କରେ ନାହିଁ|”
କେହି ଯଦି ସଂସାରକୁ ପ୍ରେମ କରେ, ପିତାଙ୍କ ପ୍ରେମ ତାହାଠାରେ ନାହିଁ
ଏହା ଏହିପରି ଅନୁବାଦ କରାଯାଇପାରେ “ଏକ ବ୍ୟକ୍ତି ଏହି ସଂସାରକୁ ଓ ସମସ୍ତ ବିଷୟ ଯାହା ଈଶ୍ୱରଙ୍କୁ ଅନାଦର କରେ ତାହାକୁ ଏବଂ ସେହି ଏକା ସମୟରେ ପିତାଙ୍କୁ ପ୍ରେମ କରିପାରେ ନାହିଁ|” ଅନୁବାଦ ବିବରଣୀ
ଶାରୀରିକ ଅଭିଳାଷ, ଚକ୍ଷୁର ଅଭିଳାଷ, ଲୌକିକ ଗର୍ବ
ଏହା କେତେକ ସଂସାରିକ ବିଷୟର ସୂଚ଼ୀ ଅଟେ| ଏହା ବର୍ଣ୍ଣନା କରେ ତାହାର ଅର୍ଥକୁ “ସମସ୍ତ ବିଷୟ ଯାହା ଏହି ସଂସାରରେ ଅଛି|”
ଶାରୀରିକ ଅଭିଳାଷ
“ଶାରୀରିକ ଆନନ୍ଦ ନିମନ୍ତେ ଦୃଢ଼ ଅଭିଳାଷ”
ଚକ୍ଷୁର ଅଭିଳାଷ
“ଯାହା ଆମ୍ଭେମାନେ ଦେଖୁ ତାହା ପାଇବା ନିମନ୍ତେ ଦୃଢ଼ ଅଭିଳାଷ”
ଲୌକିକ ଗର୍ବ
“ଏକ ବ୍ୟକ୍ତିର ଯାହା ଅଛି ସେହି ବିଷୟରେ ଗର୍ବ କରିବା” କିମ୍ବା “ଲୋକେ ଆପଣା ବିଷୟକୁ ନେଇ ଗର୍ବ ଅନୁଭବ କରନ୍ତି”
ଲୌକିକ
ଏଠାରେ ଏହା ଦର୍ଶାଏ ସେହି ବିଷୟକୁ ଯାହା ବଞ୍ଚିବା ନିମନ୍ତେ ଲୋକଙ୍କ ପାଖେ ଅଛି ଯେପରି ସମ୍ମାନ ଓ ଧନ|
ପିତାଙ୍କ ଠାରୁ ନୁହେଁ
ଏହା ଏହିପରି ଅନୁବାଦ କରାଯାଇପାରେ “ପିତାଙ୍କ ଠାରୁ ଆସେ ନାହିଁ” କିମ୍ବା “ପିତା କିପରି ଆମ୍ଭମାନଙ୍କୁ ଶିକ୍ଷା ଦେଇଅଛନ୍ତି ବଞ୍ଚିବା ନିମନ୍ତେ ତାହା ନୁହେଁ|”
ଅନିତ୍ୟ
“ଦିନେ ଏଠାରେ ନ ଥିବ”