Door43-Catalog_or_tn/1CO/16/15.md

6 lines
849 B
Markdown

# ସ୍ତିଫାନଙ୍କ ପରିଜନବର୍ଗ
ସ୍ତିଫାନ କରିନ୍ଥୀୟ ମଣ୍ଡଳୀର ପ୍ରଥମ ବିଶ୍ଵାସୀମାନଙ୍କ ମଧ୍ୟରୁ ଜଣେ ଥିଲେ।
(ଦେଖନ୍ତୁ: ଅନୁବାଦ ନାମଗୁଡ଼ିକ)
# ଏହିପରି ଲୋକମାନଙ୍କ ବଶୀଭୂତ ହୁଅ
ସେଠାରେ ଯେଉଁମାନେ ବିଶ୍ୱାସୀମାନଙ୍କ ସେବା କରନ୍ତି ସେମାନଙ୍କୁ ସମ୍ମାନ ଓ ଆଦର ଦେବା, ସେମାନେ ଯେପରି ପ୍ରାଚୀନମାନଙ୍କ ବଶୀଭୂତ ହୋଇଥିଲେ ସେପରି ହେବା ନିମନ୍ତେ ପାଉଲ ବିଶ୍ୱାସୀମାନଙ୍କୁ ଉପଦେଶ ଦିଅନ୍ତି।