1.7 KiB
1.7 KiB
କିନ୍ତୁ କେହି କହିବ, “ମୃତମାନେ କିପରି ଉତ୍ଥିତ ହୁଅନ୍ତି? ଏବଂ କିପ୍ରକାର ଶରୀରରେ ସେମାନେ ଆସନ୍ତି?”
ଏଠାରେ: “କିନ୍ତୁ କେତେକ କହିବେ ଯେ, ତାହା ସେମାନେ କଳ୍ପନା କରି ପାରିବେ ନାହିଁ, ଈଶ୍ୱର କିପରି ମୃତମାନଙ୍କୁ ଉଠାଇବେ, ଏବଂ ପୁନରୁତ୍ଥାନରେ ଈଶ୍ୱର ସେମାନଙ୍କୁ କିପ୍ରକାର ଶରୀର ଦେବେ।” (ଦେଖନ୍ତୁ: ପ୍ରଭାବିତ ପ୍ରଶ୍ନ)
କେହି
ଏଠାରେ: “ଯେକେହି ପୁନରୁତ୍ଥାନ ବିଷୟରେ ପ୍ରଶ୍ନ କରେ”
ପ୍ରକାର ଶରୀରର
ଭିନ୍ନ ଶରୀର : ଆତ୍ମିକ ବା ଶାରୀରିକ ବା ଆକୃତି ଏବଂ ଅବସ୍ଥିତି
ତୁମ୍ଭେମାନେ ନିର୍ବୋଧ ଅଟ
ଏଠାରେ: “ଏହି ବିଷୟରେ ତୁମ୍ଭେ କିଛି ଜାଣି ନାହଁ।”
ଯାହା ତୁମ୍ଭେ ବୁଣ ତାହା ନ ମଲେ ବଢ଼ିବା ଆରମ୍ଭ ହୁଏ ନାହିଁ
ଏକ ବୀଜ ଯେପର୍ଯ୍ୟନ୍ତ ଭୂମି ତଳେ ପୋତା ନ ଯାଏ ଏହା ବଢ଼େ ନାହିଁ। ସେହି ପ୍ରକାରେ, ଏକ ବ୍ୟକ୍ତିକୁ ମରିବାକୁ ହେବ ଈଶ୍ୱର ତାହାକୁ ପୁନରୁତ୍ଥିତ କରିବା ପୂର୍ବରୁ। (ଦେଖନ୍ତୁ: ଉଦାହରଣ)