940 B
940 B
ତୃପ୍ତ
“ଇଛୁକ” କିମ୍ବା “ସନ୍ତୁଷ୍ଟ”
ଏକ ଅବିଶ୍ଵାସୀ ସ୍ଵାମୀ ଶୁଚି କରାଯାଇଅଛି
“ଈଶ୍ଵର ଏକ ଅବିଶ୍ଵାସୀ ସ୍ଵାମୀକୁ ଶୁଚି କରିଅଛନ୍ତି” (ଦେଖନ୍ତୁ: ପ୍ରତ୍ୟକ୍ଷ ବା ପରୋକ୍ଷ)
ଏକ ଅବିଶ୍ଵାସିନୀ ସ୍ତ୍ରୀକୁ ଶୁଚି କରାଯାଇଅଛି
“ଏକ ଅବିଶ୍ଵାସିନୀ ସ୍ତ୍ରୀକୁ ଈଶ୍ଵର ଶୁଚି କରିଅଛନ୍ତି” (ଦେଖନ୍ତୁ: ପ୍ରତ୍ୟକ୍ଷ ବା ପରୋକ୍ଷ)
ସେମାନେ ଶୁଚି ଅଟନ୍ତି
“ଈଶ୍ଵର ସେମାନଙ୍କୁ ଶୁଚି କରିଅଛନ୍ତି” (ଦେଖନ୍ତୁ: ପ୍ରତ୍ୟକ୍ଷ ବା ପରୋକ୍ଷ)