ବିଶ୍ଵସ୍ତ ଏବଂ ଅବିଶ୍ଵସ୍ତ ଦାସମାନଙ୍କ ବିଷୟରେ ଯୀଶୁ ଏକ ଦୃଷ୍ଟାନ୍ତ କହିବାକୁ ଆରମ୍ବ କରନ୍ତି । # ମୁଁ ଆହୁରି ପାଂଚ ତୋଡା କରିଅଛି "ମୁଁ ପାଂଚ ତୋଡା ଲାଭ କରିଅଛି" # ତୋଡାଗୁଡିକ ୨୫:୧୫ ରେ କିପରି ତୁମେ ଅନୁବାଦ କରିଅଛ ଦେଖ । # ବେଶ୍ ଉତ୍ତମ "ତୁମେ ଉତ୍ତମ କରିଅଛ" କିମ୍ବା "ତୁମେ ଠିକ୍ କରିଅଛ ।" ଜଣେ କର୍ତ୍ତା (ଅଧିକାରୀଗଣ) ଯେତେବେଳେ ତାହାଙ୍କ ଦାସ (ତାହାଙ୍କ ତଳେ ଥିବା ଲୋକ) କରିଥିବା କର୍ମନୁସାରେ ଅନୁମୋଦିତ କରେ ସେତେବେଳେ ତାହା ପ୍ରକାଶ କରିବାକୁ ତୁମ୍ବମାନଙ୍କର ସଂସ୍କୃତି ଏକ ବାକ୍ୟାଂଶକୁ ବ୍ୟବହାର କରୁଥିବ ।