ତାହାଙ୍କ ଫେରି ଆସିବ ସମୟ ନିମନ୍ତେ କିପରି ସେମାନେ ପ୍ରସ୍ତୁତ ହେବେ ତାହା ଯୀଶୁ ତାହାଙ୍କ ଶିଷ୍ୟମାନଙ୍କୁ କହିବା ଜାରିରଖନ୍ତି । # ତ କିଏ ବିଶ୍ଵସ୍ତ ଅଟନ୍ତି, ଜ୍ଞାନୀ ଦାସ, ଯାହାକୁ ତାହାଙ୍କ କର୍ତ୍ତା ...? ଏକାନ୍ତରୀକ ଅନୁବାଦ: "ତ କିଏ ବିଶ୍ଵସ୍ତ ଅଟନ୍ତି, ଜ୍ଞାନୀ ଦାସ? ସେ ଜଣେ ଯାହାକୁ ତାହାଙ୍କ କର୍ତ୍ତା ...." (ଦେଖନ୍ତୁ: ଅଳଙ୍କାର ପ୍ରଶ୍ନ) # ସେମାନଙ୍କୁ ସେମାନଙ୍କର ଖାଦ୍ୟ ଦିଅନ୍ତୁ "କର୍ତ୍ତାଙ୍କ ଗୃହରେ ଲୋକମାନଙ୍କୁ ସେମାନଙ୍କର ଖାଦ୍ୟ ଦିଅ"