ଯୀଶୁ ଯୁଗାନ୍ତ ବିଷୟରେ ତାହାଙ୍କ ଶିଷ୍ୟମାନଙ୍କୁ କହିବା ଜାରିରଖନ୍ତି । # ଅନେକଙ୍କ ପ୍ରେମ ଶୀତଲ ହେବ ସମ୍ବାବନା ଅର୍ଥଗୁଡିକ: ୧) "ଅନେକ ଲୋକମାନେ ଅନ୍ୟଲୋକମାନଙ୍କୁ ପ୍ରେମ କରିବେ ନାହିଁ" (ଦେଖନ୍ତୁ: UDB) କିମ୍ବା ୨) ଅନେକ ଲୋକମାନେ ଈଶ୍ଵରଙ୍କୁ କେବେ ପ୍ରେମ କରିବେ ନାହିଁ" (ଦେଖନ୍ତୁ: ରୂଢି/ବାକ୍ୟାଂଶ) # ସମସ୍ତ ଜାତିସମୁହ ଏକାନ୍ତରୀକ ଅନୁବାଦ: "ସମସ୍ତ ସ୍ଥାନର ଲୋକମାନେ" (ଦେଖନ୍ତୁ: ଲାକ୍ଷଣିକ ଶବ୍ଦ)