ଯୀଶୁ ଆସିବା ପୁର୍ବରୁ କ'ଣ ଘଟିବ ତାହା ତାହାଙ୍କ ଶିଷ୍ୟମାନଙ୍କୁ କହିବାକୁ ଆରମ୍ବ କରନ୍ତି । # ତୁମ୍ବମାନଙ୍କୁ ଯେପରି କେହି ଅନ୍ୟ ପଥରେ ନ ନିଏ ସେଥିପାଇଁ ସାବଧାନ ହୁଅ "ସାବଧାନ ହୁଅ ଯେ କୌଣସି ଲୋକ ତୁମ୍ବେମାନଙ୍କୁ ଏହିସବୁ ବିଷୟରେ ମିଥ୍ୟା କହନ୍ତି ତାହା ତୁମ୍ବେମାନେ ବିଶ୍ଵାସ କରିବ ନାହିଁ ।"