# ସେମାନେ ପାଉଲଙ୍କୁ ଘେନିଗଲେ “ଏପିକୂରୀୟମାନେ ଓ ସ୍ତୋୟିକ କେତେକ ଦାର୍ଶନିକ ପାଉଲଙ୍କୁ ଘେନିଗଲେ” # ଆରୟପାଗକୁ ଏଥେନସ୍‌ର ଏକ ପାହାଡ଼ ଯେଉଁଠାରେ ଏଥେନସ୍‌ର ସର୍ବୋଚ୍ଚ ନ୍ୟାୟାଳୟ ଏକତ୍ର ହୁଅନ୍ତି| (ଦେଖନ୍ତୁ: ଅନୁବାଦ ନାମଗୁଡ଼ିକ) # ଆମ୍ଭେମାନେ ଜାଣିବାକୁ ଇଛା କରୁଅଛୁ, ଏହି ବିଷୟଗୁଡିକର ଅର୍ଥ କଅଣ “ଆମ୍ଭେମାନେ” କେବଳ ଦାର୍ଶନିକମାନଙ୍କୁ ଦର୍ଶାଏ| ଏହା ଏହିପରି ଅନୁବାଦ କରାଯାଇପାରେ “ତୁମ୍ଭେ ଘୋଷଣା କରୁଥିବା ଏହି ବିଷୟସବୁ କଅଣ ତାହା ଆମ୍ଭେମାନେ ବିଚାର କରିବାକୁ ଇଛା କରୁଅଛୁ|” (ଦେଖନ୍ତୁ: ବହିର୍ଭୁକ୍ତ) # ଆଥୀନୀୟ ଲୋକସମସ୍ତେ “ଆଥୀନୀୟ” ମାକିଦନିଆ (ବର୍ତ୍ତମାନ ଦେନର ଗ୍ରୀସ୍) ଉପକୂଳ ନିକଟବର୍ତ୍ତୀ ଏକ ନଗର ଏଥେନସ୍‌ର ଲୋକମାନେ| (ଦେଖନ୍ତୁ: ଅନୁବାଦ ନାମଗୁଡ଼ିକ) # ଆଉ ପ୍ରବାସୀ ଲୋକମାନେ “ବିଦେଶୀୟମାନେ” କିମ୍ବା “ଆଥୀନୀୟ ସମାଜରେ ନୂତନ ବ୍ୟକ୍ତି” # ସେମାନଙ୍କ ସମୟ କ୍ଷେପଣ କରୁଥିଲେ “ସେମାନଙ୍କ ସମୟ ବ୍ୟବହାର କରୁଥିଲେ” କିମ୍ବା “ସେମାନଙ୍କ ସମୟ ବିତାଉଥିଲେ” # କିଛି ନୂତନ ବିଷୟ କହୁଥିଲେ ଓ ଶୁଣୁଥିଲେ “ନୂତନ ଦାର୍ଶନିକ କଳ୍ପନା ଆଲୋଚନା କରୁଥିଲେ” କିମ୍ବା “ଯାହା ସେମାନଙ୍କ ନିମନ୍ତେ ନୂତନ ବିଷୟ ତାହା କଥାବାର୍ତ୍ତା କରୁଥିଲେ” (ୟୁଡିବୀ)