# ଉଚ୍ଚ ମନର ଥିଲେ “ଅଧିକ ଖୋଲା ମନର ଥିଲେ” କିମ୍ବା “ଶୁଣିବା ନିମନ୍ତେ ଅଧିକ ଇଛା ପ୍ରକାଶ କରୁଥିଲେ“| “ଶୁଣିବା ନିମନ୍ତେ ଇଛା” ହେବା ସେମାନଙ୍କ ଗୁଣ ଯେଉଁମାନେ ଉଚ୍ଚ ପରିବାରରେ ଜନ୍ମ ଓ ଶିକ୍ଷିତ ଲୋକ ଥିଲେ ଯେଉଁଠାରେ ନୂତନ କଳ୍ପନା ଅଳ୍ପ ଭୟ ଥିଲା| # ବାକ୍ୟ ଗ୍ରହଣ କଲେ “ଶିକ୍ଷାକୁ ଶୁଣିଲେ” # ପୂର୍ଣ୍ଣ ଆଗ୍ରହର ସହ ଏହି ବେରୟାର ଲୋକମାନେ ଶାସ୍ତ୍ର ସହ ପାଉଲଙ୍କ ଶିକ୍ଷାକୁ ପରୀକ୍ଷା କରିବାକୁ ପ୍ରସ୍ତୁତ ଥିଲେ| # ପ୍ରତ୍ୟେକ ଦିନ ଶାସ୍ତ୍ର ଅନୁସନ୍ଧାନ କରୁଥିଲେ “ପ୍ରତ୍ୟେକ ଦିନ ଶାସ୍ତ୍ରକୁ ଯତ୍ନପୂର୍ବକ ପାଠ କରୁଥିଲେ ଓ ସେହି ବାକ୍ୟାଂଶକୁ ସମୀକ୍ଷା କରୁଥିଲେ|”