# ମୁଁ ପୁନର୍ବାର ତୁମନିମନ୍ତେ କଠିନ ବେଦନା ଦେଇଯାଉଛି, ସେପର୍ଯ୍ୟନ୍ତ ଖ୍ରୀଷ୍ଟ ତୁମ ଭିତରେ ଗଠନ ହୁଅନ୍ତୁ ଗୋଟିଏ ଗର୍ଭବତୀ ମହିଳା ଯେପରି ଛୁଆ ପ୍ରଶବ ସମୟରେ ବେଦନା ପାଇଥାଏ ସେପରି ,ଗାଲତୀୟ ମାନଙ୍କ ନିମନ୍ତେ ପାଉଲ ଚିନ୍ତିତ ଯେପରି ସେମାନେ ଯେପରି ଖ୍ରୀଷ୍ଟଙ୍କ ପରିହେବେ. (ଦେଖନ୍ତୁ: ରୁପକ)