# ମାଗିବା ମାଗିବାପାଇଁ କିମ୍ବା ଦୃଢ଼ର ସହିତ ଅନୁରୋଧ କରିବା (ଦେଖନ୍ତୁ UDB). ଏହି ଶବ୍ଦ ଅର୍ଥ କିମ୍ବା ଖାଦ୍ୟ କିମ୍ବା ଶାରୀରିକ ଜିନିଷ ମାଗିବା ପାଇଁ ବ୍ୟବହାର କରାଯାଇ ନାହିଁ | # ତୁମ୍ଭେ ମୋହର କୌଣସି କ୍ଷତି କରିନାହଁ ଏହା ଏହି ପ୍ରକାର ତର୍ଜମା କରାଯାଇ ପାରେ “ତୁମେ ମୋତେ ଭଲରେ ଆଦର କରିଅଛ” କିମ୍ବା “ତୁମେ ସେହି ପ୍ରକାର ସମ୍ମାନ ଦେଇଅଛ ଯେ ପ୍ରକାର ତୁମ୍ଭେ ଦେଇଥାଅ |” (ଦେଖନ୍ତୁ: Litotes) # ମୋ ଶରୀରରେ ତୁମ୍ଭ ପାଇଁ କଣ ପରୀକ୍ଷା ଥିଲା ଏହା ଏହି ପ୍ରକାର ତର୍ଜମା କରାଯାଇ ପାରେ “କଅଣ କଷ୍ଟ ଥିଲା ମୋ ଶରୀରରେ ଦେଖିବା ପାଇଁ” # ତୁମେ ବହୁବଚନ # ତିରସ୍କାର “ଅତ୍ୟଧିକ ଘୃଣାକରିବା”