ମହା ଯାଜକ, ଶାସ୍ତ୍ରୀ ଓ ପ୍ରାଚୀନ ମାନଙ୍କ ପଠାଇ ଥିବା ଲୋକଙ୍କ ଦ୍ଵାରା ଯୀଶୁଙ୍କୁ ଧରାଗଲା ଏକ ବଗିଚାରେ. # ଡକାଇତ ବିରୁଦ୍ଧରେ ବାହାରିବା ପରି ଖଣ୍ଡା ଓ ଠେଙ୍ଗା ଘେନି ତୁମ୍ଭେମାନେ କଅଣ ମୋତେ ଧରିବାକୁ ଆସିଲ ? “ଡକାଇତ ବିରୁଦ୍ଧରେ ବାହାରିବା ପରି ଖଣ୍ଡା ଓ ଠେଙ୍ଗା ଘେନି ତୁମ୍ଭେମାନେ ମୋତେ ଧରିବାକୁ ଆସିଲ .” (ଦେଖନ୍ତୁ:ଆଲଂକାରିକ ପ୍ରଶ୍ନ)