ଏହା ଯୀଶୁ ପକ୍ଷାଘାତ ରୋଗୀକୁ ସୁସ୍ଥ କରିବାର ବିବରଣୀକୁ ଅବିରତ ରଖେ #. ଆଉଦେଖ ଏହା ବୃହତ୍ କାହାଣୀର ଅନ୍ୟ ଏକ ଘଟଣାର ଆରମ୍ଭକୁ ଚିହ୍ନଟ କରେ ଏଥିରେ ପୁର୍ବ ଘଟଣାଠାରୁ ଭିନ୍ନ ଭିନ୍ନ ଲୋକମାନେ ଅନ୍ତର୍ଭୁକ୍ତ ଅଟନ୍ତି ଆପଣଙ୍କ ଭାଷାରେ ଏହା କରିବାର ଏକ ପ୍ରକ୍ରିୟା ଅଛି #. ସେମାନଙ୍କ ମଧ୍ୟରେ ଏହାର ଅର୍ଥ ସେମାନଙ୍କ ମନରେ ଏହା "ସେମାନଙ୍କୁ" ହୋଇପାରେ ଅଥବା ପରସ୍ପରଙ୍କୁ, "ସେମାନଙ୍କ ମୁଖକୁ ବ୍ୟବହାର କରିବା #. "ନିନ୍ଦା କରୁଛି" ଯୀଶୁ ସମସ୍ତ ବିଷୟ କରିବା ପାଇଁ ସମର୍ଥ ଅଟନ୍ତି ବୋଲି ଦାବି କରୁଥିଲେ ଯାହା ସଦୁକୀୟମାନେ ଚିନ୍ତା କରୁଥିଲେ ଯେ କେବଳ ଈଶ୍ଵର କରିପାରିବେ #. ସେମାନଙ୍କ ମନୋଭାବକୁ ଜାଣିଲେ ଅଲୌକିକ ଭାବରେ ଯୀଶୁ ଜାଣିଲେ କଅଣ ସେମାନେ ଚିନ୍ତା କରୁଥିଲେ କିମ୍ବା ଯେହେତୁ ସେ ସେମାନଙ୍କୁ ପରସ୍ପର କଥା ହେବାର ଦେଖିଥିଲେ #. କାହିଁକି ତୁମ୍ଭେମାନେ ଆପଣା ମନରେ କୁଚିନ୍ତା କରୁଅଛ ? ଯୀଶୁ ସଦୁକୀୟମାନଙ୍କୁ ଉତ୍ସର୍ନା କରିବାକୁ ଏହି ପ୍ରଶ୍ନର ବ୍ୟବହାର କଲେ (ଦେଖନ୍ତୁ:ପ୍ରଭାବିତ ପ୍ରଶ୍ନ) #. ତୁମ୍ଭେମାନେ....ତୁମ୍ଭମାନଙ୍କର ବହୁବଚନ #. ମନ୍ଦ ଏହା ଅନୈତିକ ଅଟେ, ପ୍ରକୃତରେ କେବଳ ସାଧାରଣ ଏକ ଭୁଲ୍ ନୁହେଁ #. କ’ଣ ସହଜ ଅଟେ....? ଯୀଶୁ ସଦୁକୀୟମାନଙ୍କୁ ସ୍ମରଣ କରାଇବା ପାଇଁ ଏହି ପ୍ରଶ୍ନ କଲେ ଯେ ସେମାନେ ବିଶ୍ଵାସ କଲେ ଯେ ବ୍ୟକ୍ତିଟି ତାହାର ପାପ ଯୋଗୁଁ ତାହାକୁ ପକ୍ଷାଘାତ ରୋଗ ହୋଇଥିଲା ଯେ ଯଦି ତାହାର ପାପ କ୍ଷମା ହୋଇଥିଲେ, ସେ ଚାଲିବାକୁ ସକ୍ଷମ ହୋଇଥାନ୍ତା, ଯେଉଁଦ୍ଵାରା ଯେତେବେଳେ ସେ ପକ୍ଷାଘାତ ବ୍ୟକ୍ତିକୁ ସୁସ୍ଥ କଲେ, ସଦୁକୀୟମାନେ ଜାଣିପାରିଥାନ୍ତେ ଯେ ସେ ପାପ କ୍ଷମା କରିପାରନ୍ତି (ଦେଖନ୍ତୁ:ପ୍ରଭାବିତ ପ୍ରଶ୍ନ) #. କଅଣ କହିବାକୁ ସହଜ, ‘ତୁମ୍ଭର ପାପ କ୍ଷମା ହୋଇଅଛି’କିମ୍ବା ଏହା କହିବା ‘ଉଠ ଏବଂ ଚାଲ’ ? ଏହା କ’ଣ କହିବାକୁ ସହଜ ଅଟେ, ‘ତୁମ୍ଭର ପାପ କ୍ଷମା ହୋଇଅଛି’? କିମ୍ବା ଏହା କହିବା ପାଇଁ ସହଜ ‘ଉଠା ଏବଂ ଚାଲ’?” #. ତୁମ୍ଭର ପାପ କ୍ଷମା ହୋଇଅଛି ଏହାର ଅର୍ଥ ୧)”ମୁଁ ତୁମ୍ଭର ପାପ କ୍ଷମା କରୁଅଛି(UDB) କିମ୍ବା ୨)ଈଶ୍ଵର ତୁମ୍ଭର ପାପ କ୍ଷମା କରନ୍ତି” ତୁମ୍ଭର” ଶବ୍ଦ ଏକବଚନ ଅଟେ” (ଦେଖନ୍ତୁ: କର୍ତୃବାଚ୍ୟ କିମ୍ବା କର୍ମବାଚ୍ୟ) #. କିନ୍ତୁ ଯେ ତୁମ୍ଭେମାନେ ତାହା ଜାଣ “ମୁଁ ତୁମ୍ଭମାନଙ୍କୁ ପ୍ରମାଣ କରିବି” ବହୁବଚନ ଅଟେ #. ତୁମ୍ଭର...ତୁମ୍ଭେ.... ଏକବଚନ #. ତୁମ୍ଭ ଗୃହକୁ ଯାଅ ଯୀଶୁ ସେହି ବ୍ୟକ୍ତିକୁ ଅନ୍ୟ କୌଣସସୀ ସ୍ଥାନରେ ଯିବାକୁ ମନା କରୁନାହାନ୍ତି, ସେ ସେହି ବ୍ୟକ୍ତିକୁ ତାହାର ଗୃହକୁ ଯିବା ପାଇଁ ଅନୁମତି ଦେଉଛନ୍ତି