# ସେମାନେ ପ୍ରଭୁଙ୍କ ବ୍ୟବସ୍ଥାନୁଯାୟୀ ସମସ୍ତ କ୍ରିୟା ସମ୍ପନ୍ନ କରି ସମ୍ଭାବନା ଅର୍ଥଗୁଡ଼ିକ ହେଲା ୧) “ପ୍ରଭୁଙ୍କ ବ୍ୟବସ୍ଥାନୁଯାୟୀ ସେମାନେ କ୍ରିୟା କଲେ” କିମ୍ବା ୨) “ବ୍ୟବସ୍ଥା ର କ୍ରିୟା ଯାହା ପ୍ରଭୁଙ୍କ ଆଜ୍ଞାନୁଯାୟୀ ଅଟେ ସେହି କ୍ରିୟା ସେମାନେ କଲେ।” # ଜ୍ଞାନରେ ପୂର୍ଣ୍ଣ ହେଉ ହେଉ “ଅଧିକ ଜ୍ଞାନୀ ହେଲେ” କିମ୍ବା “ଜ୍ଞାନ ବିଷୟ ଶିକ୍ଷା କଲେ” # ଈଶ୍ୱରଙ୍କ ଅନୁଗ୍ରହ ତାହାଙ୍କ ଉପରେ ଥିଲା ଏହା ଏହିପରି ଅନୁବାଦ କରାଯାଇପାରେ “ଈଶ୍ୱର ତାହାଙ୍କୁ ଆଶୀର୍ବାଦ କଲେ” କିମ୍ବା “ବିଶେଷ ପ୍ରକାରେ ଈଶ୍ୱର ତାହାଙ୍କ ସହ ଥିଲେ।”