# କେତେକଙ୍କ ଈଶ୍ୱରଙ୍କ ବିଶ୍ରାମରେ ପ୍ରବେଶ କରିବାର ବାକି ଥିବାରୁ “ଈଶ୍ୱର ବର୍ତ୍ତମାନ ସୁଦ୍ଧା କତେକ ଲୋକଙ୍କୁ ତାହାଙ୍କ ସହିତ ଯେଉଁଠାରେ ସେ ଅଛନ୍ତି ସେଠାରେ ବିଶ୍ରାମ କରିବାକୁ ଅନୁମତି ଦିଅନ୍ତି” # ତାହାଙ୍କ ସ୍ଵର “ଈଶ୍ୱର” କିମ୍ବା “ଈଶ୍ୱର ଯାହା କହୁଅଛନ୍ତି” (ଦେଖନ୍ତୁ: ଲାକ୍ଷଣିକ ଶବ୍ଦ) # ଆପଣା ଆପଣା ହୃଦୟ କଠିନ ନ କର| ଏଠାରେ: “ଅବାଧ୍ୟ ଭାବରେ ତାହାଙ୍କ ଆଜ୍ଞାଲଙ୍ଘନ ନ କର|” (ଦେଖନ୍ତୁ: ରୂଢ଼୍ୟୋକ୍ତି)