# କିନ୍ତୁ ପିତର ଦ୍ୱାରରେ ବାରମ୍ବାର ମାରୁଥିଲେ ଏହି ଶବ୍ଦ ବାରମ୍ବାର ନିମନ୍ତେ ଏଠାରେ ଅର୍ଥ ହେଉଛି ଭିତରେ କଥାବାର୍ତ୍ତା ହେବାର ସମ୍ପୂର୍ଣ୍ଣ ସମୟ ପିତର ଦ୍ୱାରରେ ମାରୁଥିଲେ| # ଯେତେବେଳେ ସେମାନେ ଦ୍ୱାର ଫିଟାଇଲେ, ଆଉ ସେମାନେ ତାହାଙ୍କୁ ଦେଖି ଆଚମ୍ବିତ ହେଲେ “ଦ୍ୱାର ଖୋଲିଲା ପରେ, ଗୃହ ଭିତରେ ଥିବା ଲୋକ ସମସ୍ତେ ପିତରଙ୍କୁ ଦେଖି ଆଚମ୍ବିତ ହେଲେ” # ସେମାନଙ୍କୁ ହାତରେ ଠାରି... ସେମାନଙ୍କୁ କହିଲେ “ଗୃହ ଭିତରେ ଥିବା ଲୋକମାନଙ୍କୁ ହାତରେ ଠାରି...ସେହି ଲୋକମାନଙ୍କୁ କହିଲେ” # ଏହିସମସ୍ତ କଥା ଜଣାଅ “ଏହିସମସ୍ତ କଥା କୁହ” # ସେ ଚାଲିଗଲେ “ପିତର ଚାଲିଗଲେ”