# ଏକତ୍ର କାର୍ଯ୍ୟ କରିବା “ଈଶ୍ୱରଙ୍କ ସହିତ ଏକତ୍ର କାର୍ଯ୍ୟ କରିବା”| ପାଉଲ ଅନୁମାନ କରୁଛନ୍ତି ଯେ, ସେ ଓ ତିମଥି ଈଶ୍ୱରଙ୍କ ସହିତ ଏକତ୍ର କାର୍ଯ୍ୟ କରୁଅଛନ୍ତି| # ଈଶ୍ୱରଙ୍କ ଅନୁଗ୍ରହ ପ୍ରାପ୍ତି ଯେପରି ତୁମ୍ଭମାନଙ୍କଠାରେ ବୃଥା ନ ହୁଏ, ଏଥିପାଇଁ ଆମ୍ଭେମାନେ ନିବେଦନ କରୁଅଛୁ ପାଉଲ କରିନ୍ଥୀୟମାନଙ୍କୁ ଉତ୍ସାହ ଦିଅନ୍ତି ଯେ ଈଶ୍ୱରଙ୍କ ଅନୁଗ୍ରହ ଆପେ ପ୍ରକାଶିତ ହେବା ନିମନ୍ତେ ସେମାନଙ୍କ ଜୀବନରେ ଅନୁମତି ଦିଅନ୍ତି| (ଦେଖନ୍ତୁ: ଲିଟୋଟସ) # “ଆମ୍ଭେ ଅନୁଗ୍ରହର ସମୟରେ ତୁମ୍ଭର ପ୍ରାର୍ଥନା ଶ୍ରବଣ କଲୁ ଏଠି: “ଉପଯୁକ୍ତ ସମୟରେ ଆମ୍ଭେ ତୁମ୍ଭର ପ୍ରାର୍ଥନା ଶ୍ରବଣ କଲୁ” # ଦେଖ, ଏବେ ମହା ଅନୁଗ୍ରହର ସମୟ; ଦେଖ, ଏବେ ପରିତ୍ରାଣର ଦିନ| ଏଠି: “ପ୍ରକୃତରେ, ବର୍ତ୍ତମାନ ଉପଯୁକ୍ତ ସମୟ, ବର୍ତ୍ତମାନ ପରିତ୍ରାଣର ଦିନ|” # ଯେପରି ଆମ୍ଭେମାନଙ୍କ ସେବକପଦ ନିନ୍ଦିତ ନ ହୁଏ, ସେଥିପାଇଁ ଆମ୍ଭେମାନେ କୌଣସି ବିଷୟରେ କାହାରି ସମ୍ମୁଖରେ ବାଧା ନ ଦେଉ| ଏଠି: “ଆମ୍ଭେମାନେ ଏହିପରି ଆଚରଣ କରୁ ଯେପରି କେହି ମଧ୍ୟ ଆମ୍ଭମାନଙ୍କ କାରଣରୁ ଝୁଣ୍ଟିବ ନାହିଁ କିମ୍ବା ଆମ୍ଭମାନଙ୍କ ସେବାକାର୍ଯ୍ୟରେ କିଛି ତୃଟି ପାଇବ|”