# ତେବେ ମୃତମାନଙ୍କର ପୁନରୁତ୍‍ଥାନ ନାହିଁ ବୋଲି ତୁମ୍ଭମାନଙ୍କ ମଧ୍ୟରେ କେହି କେହି କିପରି କହନ୍ତି? ମୃତମାନଙ୍କ ପୁନରୁତ୍‍ଥାନ ନାହିଁ, ଏହାର ବିପରୀତରେ ପାଉଲ ପ୍ରଚାର କରନ୍ତି ଯେ ଖ୍ରୀଷ୍ଟ ମୃତ୍ୟୁରୁ ଉତ୍‍ଥିତ ହୋଇଅଛନ୍ତି। ଏଠାରେ: “ମୃତମାନଙ୍କର ପୁନରୁତ୍‍ଥାନ ନାହିଁ ବୋଲି ତୁମ୍ଭମାନେ କହି ପାର ନାହିଁ!” (ଦେଖନ୍ତୁ: ପ୍ରଭାବିତ ପ୍ରଶ୍ନ) # ଯଦି ମୃତମାନଙ୍କ ପୁନରୁତ୍‍ଥାନ ନାହିଁ, ତେବେ ଖ୍ରୀଷ୍ଟ ମଧ୍ୟ ଉତ୍‍ଥିତ ହୋଇ ନାହାନ୍ତି ମୃତମାନଙ୍କର ପୁନରୁତ୍‍ଥାନ ନାହିଁ ବୋଲି କହିବା, ତାହା, ଖ୍ରୀଷ୍ଟ ମୃତ୍ୟୁରୁ ଉତ୍‍ଥିତ ହୋଇ ନାହାନ୍ତି ବୋଲି କହିବା ସଙ୍ଗେ ସମାନ ଅଟେ।